ପଦ୍ମ ଧରିଲେ ତପନ ଚାନ୍ଦ


ବିଜେପିରେ ମିଶିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ।ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ।


error: Content is protected !!