ବଢ଼ିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା


ବଢ଼ିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା।ମୂଳ ଦରମାର ୨୫ ପ୍ରତିଶତ ବଢ଼ିଲା ଦରମା।ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଅଭିଜ୍ଞତା ଥିବା କାର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ।ପ୍ରତି ୫ବର୍ଷର ଅଭିଜ୍ଞତା ପାଇଁ ମାସିକ ଏକ ହଜାର ଅଧିକ ମିଳିବ।ମହିଳା କର୍ମଚାରୀଙ୍କୁ ମିଳିବ ୧୨୦ଦିନ ଯାଏ ମାତୃତ୍ବ ଛୁଟି।ପ୍ରଥମ ଦୁଇଟି ସନ୍ତାନ ପାଇଁ ୧୨୦ ଦିନ ମାତୃତ୍ବ ଛୁଟି।


error: Content is protected !!