ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର


ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କହିଲେ, ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଛନ୍ତି। ଯାହା ନିଷ୍ପତ୍ତି ହେବ କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବ ମିଶିକି ଜଣାଇବେ। ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନେବେ।


error: Content is protected !!