ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା


ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା। ମାର୍ଚ୍ଚ ୧୪ ଅବା ୧୫ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା। କିନ୍ତୁ ଦୁଇ ନିର୍ବାଚନ କମିଶନଙ୍କ ପଦବୀ ଫାଙ୍କା ଥିବାରୁ ନିର୍ବାଚନ ଘୋଷଣା ତାରିଖ ଘୁଞ୍ଚିପାରେ ବୋଲି କୁହାଯାଉଛି। ଆସନ୍ତା ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତ ହୋଇପାରନ୍ତି ବୋଲି କୁହାଯାଉଛି।


error: Content is protected !!