ମହିଳା କର୍ମଚାରୀଙ୍କୁ ଅଧିକ ୧୦ଦିନ ଛୁଟି


ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ୧୦ ଦିନ ଛୁଟି।ବାର୍ଷିକ ୧୫ ଦିନ ଛୁଟି ପାଉଥିଲେ, ଏଣିକି ୨୫ ଦିନ ପାଇବେ।ଅତିରିକ୍ତ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


error: Content is protected !!