ସବୁ ସଫେଇ କର୍ମଚାରୀମାନଙ୍କର ଦରମା ବୃଦ୍ଧି କରିବେ ରାଜ୍ୟ ସରକାର । ଏ ନେଇ ପ୍ରତିଶୃତି ଦେଇଛନ୍ତି ବିଏମସି କମିଶନର ରାଜେସ ପ୍ରଭାକର ପାଟିଲ। ଆଜି ଠାରୁ ସଫେଇ କାର୍ଯ୍ୟରେ ଯୋଗ ଦେବେ ସଫେଇ କର୍ମଚାରୀ।


error: Content is protected !!