ମମତା ଯୋଜନାରେ ସହାୟତା ରାଶି ହେଲା ଦୁଇଗୁଣ


ମମତା ଯୋଜନାରେ ସହାୟତା ରାଶି ହେଲା ଦୁଇଗୁଣ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା।୫ ହଜାରରୁ ୧୦ ହଜାର ଟଙ୍କାକୁ ବଢ଼ିଲା ସହାୟତା ରାଶି।୨ଟି କିସ୍ତିରେ ହିତାଧିକାରୀ ପାଇବେ ସହାୟତା।ପ୍ରଥମେ ୬ ହଜାର ପରେ ୪ ହଜାର ମିଳିବ ସହାୟତା।ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ପାଇବେ ବର୍ଦ୍ଧିତ ରାଶି।ବକେୟା ରାଶି ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ।


error: Content is protected !!