କିଛି ସମୟ ମଧ୍ୟରେ ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ


କିଛି ସମୟ ମଧ୍ୟରେ ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ପହଞ୍ଚୁଛନ୍ତି ବିଧାୟକ ଏବଂ ବରିଷ୍ଠ ନେତା । ବିଧାୟକ ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ପ୍ରତାପ ଦେବ, ସସ୍ମିତ ପାତ୍ର, ପ୍ରଶନ୍ନ ଆଚାର୍ଯ୍ୟଙ୍କ ଭଳି ବିଜେଡିର ବରିଷ୍ଠ ନେତା ପହଞ୍ଚିଥିବା ସୂଚନା।


error: Content is protected !!