ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ପାରିଶ୍ରମିକ ୩୦୦ରୁ ୪୦୦ ଟଙ୍କା କଲେ ମୁଖ୍ୟମନ୍ତ୍ରୀ


ବଢ଼ିଲା ଗ୍ରାମ୍ୟ ସାଧନ କର୍ମୀଙ୍କ ପାରିଶ୍ରମିକ ୩୦୦ରୁ ୪୦୦ ଟଙ୍କା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତାୟାତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୧୦୦ ଟଙ୍କା ପାଇବେ ଯାତାୟାତ ଖର୍ଚ୍ଚ ମିଶାଇ ଦୈନିକ ପାରିଶ୍ରମିକ ୫୦୦ ଟଙ୍କା ହେଲା ଉପକୃତ ହେବେ ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ।


error: Content is protected !!