ମାର୍ଚ୍ଚ ୩୦ରେ ୫ଜଣଙ୍କୁ ମିଳିବ ଭାରତ ରତ୍ନ


ମାର୍ଚ୍ଚ ୩୦ରେ ୫ଜଣଙ୍କୁ ମିଳିବ ଭାରତ ରତ୍ନ।ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ସମାରୋହ।୫ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ମରଣୋତ୍ତର ଭାବେ ମିଳିବ ସମ୍ମାନ।ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ, କର୍ପୁରୀ ଠାକୁର ଓ ଏମ୍‌. ଏସ ସ୍ବାମୀନାଥନ ଓ ଲାଲାକୃଷ୍ଣ ଆଡଭାନିଙ୍କୁ ମିଳିବ ଭାରତ ରତ୍ନ।


error: Content is protected !!