ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର।ମାହାଙ୍ଗା ଡବଲ ମର୍ଡର


ବିଧାୟକ ପ୍ରତାପ ଜେନାଙ୍କ ଆବେଦନ ଶୁଣାଣି।ହାଇକୋର୍ଟରେ ପ୍ରତାପ ଜେନାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ।ଆସନ୍ତା ତାରିଖରେ ସରକାର ଓ ପ୍ରତିପକ୍ଷ ରଖିବେ ଯୁକ୍ତି।ଆସନ୍ତା ୨୮ରେ ପରବର୍ତ୍ତୀ ଶୁଣାଣି, ଅନ୍ତରୀଣ ସୁରକ୍ଷା ବଳବତ୍ତର।


error: Content is protected !!