ସାମ୍ନାକୁ ଆସିଲା ଆଦିତ୍ୟ-L1ର ପ୍ରଥମ ଝଲକ


★ ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଚାଲିଛି ପ୍ରସ୍ତୁତି।

★ ଟ୍ବିଟ୍ କରି ଲଞ୍ଚପ୍ୟାଡ୍‌ର ଫଟୋ ସେୟାର କଲା ଇସ୍ରୋ।

★ ଶନିବାର ଶ୍ରୀହାରିକୋଟାରୁ ହେବ ଉତ୍‌କ୍ଷେପଣ।

★ ସୌରଝଡ଼ ଓ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ ଲକ୍ଷ୍ୟ।


error: Content is protected !!