୧୬ , ୧୭ , ୧୮ ଏବଂ ୧୯ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ


୧୬ , ୧୭ , ୧୮ ଏବଂ ୧୯ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ। ୨୨ ତାରିଖରୁ ରାଜ୍ୟରେ ବଦଳିବ ପାଗ , ବଢିବ ଗ୍ରୀଷ୍ମପ୍ରବାହ। ମାର୍ଚ୍ଚ ୨୨ରୁ ୨୮ ଯାଏଁ ପ୍ରବଳ ତାତି ଅନୁଭୂତ ହେବ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ଅସମ୍ଭାଳ ହେବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା।


error: Content is protected !!