ଭିମସାର JDA ଆନ୍ଦୋଳନ ପ୍ରତ୍ୟାହୃତ


ଭିମସାର JDA ଆନ୍ଦୋଳନ ପ୍ରତ୍ୟାହୃତ।ଭିମସାର ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ ପ୍ରତ୍ୟାହୃତ।DMETଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ।ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ନିଷ୍ପତ୍ତି।ଷ୍ଟାଇପେଣ୍ଡ ପ୍ରଦାନ ସମେତ ବିଭିନ୍ନ ଦାବିରେ ଗୁରୁବାରରୁ ଧାରଣା ଦେଇଥିଲେ।


error: Content is protected !!