ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ:


ଜୁଏଲ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା।ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ କହିଲେ ଜୁଏଲ ଓରାମ।ତାଲିକା କେନ୍ଦ୍ରକୁ ପଠାଯାଇଛି, ଯାହା କେନ୍ଦ୍ର ନିଷ୍ପତ୍ତି ନେବ।ଯାହା କେନ୍ଦ୍ର ନିଷ୍ପତ୍ତି ନେବ, ସେହି ଅନୁସାରେ ହେବ।


error: Content is protected !!