ମେଣ୍ଟ ପ୍ରସଙ୍ଗରେ ମତ ରଖିଲେ 5T ଅଧ୍ୟକ୍ଷ


ନେଟୱର୍କ 18କୁ ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା।ସରକାର ଗଠନ ପାଇଁ BJDକୁ ମେଣ୍ଟର ଆବଶ୍ୟକତା ନାହିଁ।ବିଜୟ ପାଇଁ ଉଭୟଙ୍କୁ ମେଣ୍ଟର ଆବଶ୍ୟକତା ନାହଁ।ଦେଶରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ଜିତିବେ।ଆଗକୁ କ’ଣ ହେବ ଖୁବ୍‌ଶୀଘ୍ର ଜଣାପଡ଼ିବ।ପ୍ରଧାନମନ୍ତ୍ରୀ ମୋଦି ଓ ନବୀନ ପଟ୍ଟନାୟକ ଉତ୍ତମ ରାଜନେତା।


error: Content is protected !!