ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା


ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା।ସଂସଦୀୟ କ୍ଷେତ୍ରର ପ୍ରମୁଖ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ସମୀକ୍ଷା।ପ୍ରଦୀପ ମାଝୀ, ରମେଶ ମାଝୀ, ସୁବାସ ଗଣ୍ଡ, ମାନସ ମାଡ଼କାମୀ ଉପସ୍ଥିତ।ଚନ୍ଦ୍ରଶେଖର ମାଝୀ, ପଦ୍ମିନୀ ଦିଆନ, ମନୋହର ରନ୍ଧାରୀ ପ୍ରମୁଖ ସାମିଲ।ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସାମିଲ।


error: Content is protected !!