ଭୂକମ୍ପରେ ଥରିଲା ମହାରାଷ୍ଟ୍ର


ଭୂକମ୍ପରେ ଥରିଲା ମହାରାଷ୍ଟ୍ର।ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର।ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍‌କା।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬।


error: Content is protected !!