ଆଜି ଢାଳିଲା କାଲିଠାରୁ ଜାଳିବ


ଆଜି ଢାଳିଲା କାଲିଠାରୁ ଜାଳିବ।କାଲିଠାରୁ ପାଗ ଫିଟିବ, ୨୧ରୁ ୨୪ ମଧ୍ୟରେ ଭୀଷଣ ଖରା।୨୧ରୁ ୨୪ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢ଼ିବା ସମ୍ଭାବନା।ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା।


error: Content is protected !!