ମୋବାଇଲ ନମ୍ବର ଯାଞ୍ଚ/ସଂଯୋଗ ବିଚ୍ଛିନ୍ନ କରିବା/ କୌଣସି ବେଆଇନ୍ କାର୍ଯ୍ୟକଳାପ ପାଇଁ ଟ୍ରାଇ (TRAI) କେବେ ବି କୌଣସି ମେସେଜ ଦିଏ ନାହିଁ କିମ୍ବା କଲ୍ କରେ ନାହିଁ ଟ୍ରାଇ (TRAI) ନାମରେ ଆସୁଥିବା ଏଭଳି ମେଜେସ୍ / କଲ୍ ନେଇ ସଚେତନ ରୁହନ୍ତୁ ଟ୍ରାଇ (TRAI) ବୋଲି ଦାବି କରି ଆସୁଥିବା କୌଣସି ପ୍ରକାର କଲ୍ କିମ୍ବା ମେସେଜକୁ ଠକାମି ବୋଲି ଭାବନ୍ତୁ ଏବଂ ଏହାକୁ ଜାତୀୟ ସାଇବର୍ ଅପରାଧ ଦୁର୍ନୀତି ପୋର୍ଟାଲ।(www.cybercrime.gov.in) ରେ କିମ୍ବା ସାଇବର୍ ଅପରାଧ ହେଲପଲାଇନ୍ (1930) ଯୋଗେ ଏ ନେଇ ରିପୋର୍ଟ କରାଯାଇ ପାରେ ।
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |