ବଢ଼ିଲା ପିଆଜର କ୍ରୟ ମୂଲ୍ୟ । ଚାଷୀଙ୍କୁ ମିଳିବ ଅଧିକ ଟଙ୍କା । ପିଆଜ ଦର ଓ ବଜାରରେ ଉପଲବ୍ଧତା ବଜାୟ ରଖିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷକଙ୍କୁ ପିଆଜର ସଠିକ୍ ଦାମ ଦେବା ଓ ଜନତାଙ୍କୁ ଦରବୃଦ୍ଧି ଝଟ୍କାରୁ ବଞ୍ଚାଇବା ପାଇଁ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି ।
ବଫର ଷ୍ଟକ ପାଇଁ ସରକାର ପିଆଜର କ୍ରୟ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି କରିଛନ୍ତି ।ଅର୍ଥାତ୍ ସରକାର ଏବେ କୃଷକଙ୍କ ଠାରୁ ୧୮୭୫ ଟଙ୍କା ପରିବର୍ତ୍ତେ ୨୧୨୫ ଟଙ୍କା ପ୍ରତି କ୍ଵିଣ୍ଟାଲ୍ରେ ପିଆଜ କିଣିବେ । ପରିବର୍ତ୍ତିତ ଦର ୦୨୬ ଜୁଲାଇ ୪ ତାରିଖରୁ ଲାଗୁ କରାଯାଇଛି ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…