ସିଇଓଙ୍କୁ ଫେରାଦ ହେଲା ବିଜେପି


ସିଇଓଙ୍କୁ ଫେରାଦ ହେଲା ବିଜେପି।ସରକାରୀ ପୋଷ୍ଟର , ବ୍ୟାନର ନେଇ ସିଇଓଙ୍କୁ ଫେରାଦ ହେଲା ବିଜେପି।ଆଦର୍ଶ ଆଚରଣ ବିଧି ସତ୍ତ୍ବେ ହଟିନି ସରକାରୀ ପୋଷ୍ଟର , ବ୍ୟାନର।ଭୁବନେଶ୍ବର ଓ କଟକରେ ପୋଷ୍ଟର , ବ୍ୟାନର ଲାଗିଥିବା ଅଭିଯୋଗ।ଗ୍ରାମାଞ୍ଚଳରେ ବିଭିନ୍ନ କାନ୍ଥରେ ମଧ୍ୟ ପୋଷ୍ଟର ଲାଗିଥିବା ଅଭିଯୋଗ।ସିଇଓଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି।


error: Content is protected !!