ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ


ଟାଉନ ଥାନା ଅନ୍ତର୍ଗତ ଖାଜାସାହି ସ୍ଥିତ ଇନ୍ଦ୍ରା ପାର୍କ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ କରି ୬ଜଣ ଜୁଆଡ଼ିଙ୍କୁ କାବୁ କରିଛି ।ଏହା ସହ ଜୁଆଡ଼ିଙ୍କ ନିକଟରୁ ନଗଦ ୩୫ହଜାର ୬୫୦ଟଙ୍କା ଓ ୬ଟି ମୋବାଇଲ ଜବତ କରାଯାଇଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।


error: Content is protected !!