ଲୋକଙ୍କ ଭିତରେ ଆକ୍ରୋଶ ଅଛି


ତୋମର ଏକାକୀ ଲଢ଼ିବା ନେଇ ପ୍ରଭାରୀ ବିଜୟପାଲ୍‌ ସିଂ ତୋମରଙ୍କ ମନ୍ତବ୍ୟ।ବିଜେଡି ସରକାର ବିରୋଧରେ ଲୋକଙ୍କ ଭିତରେ ଆକ୍ରୋଣ ଅଛି କହିଲେ।ସରକାର ଚଳାଉଥିବା ସୁପର ସିଏମ୍‌ଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ଅଛି।ପାଣ୍ଡିଆନଙ୍କୁ ନେଇ ଲୋକଙ୍କ ଭିତରେ ଆକ୍ରୋଶ ରହିଛି। ତୋମର।


error: Content is protected !!