ନଦୀରେ ବୁଡି ମୃତ୍ୟୁ


ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସରପଡା ଗ୍ରାମ ପଞ୍ଚାୟତର ବୋଧଙ୍ଗ ଗ୍ରାମର ୧୮ବର୍ଷର ଯୁବକ ସୌମ୍ୟପ୍ରକାଶ ସ୍ବାଇଁଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଥିବା ଖବର ପାଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲେ ଶ୍ରୀ ସାରଦା ପ୍ରଧାନ।


error: Content is protected !!