ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା


ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା।ଦଳ ପାଇଁ ପ୍ରାର୍ଥୀ ଘୋଷଣା କରୁଛନ୍ତି ନବୀନ ପଟ୍ଟନାୟକ।ଲୁଇସିଂହା- ନିହାର ରଞ୍ଜନ।ବିଷମ କଟକ- ଜଗନ୍ନାଥ ସାରକା।ବରଗଡ଼- ଦେବେଶ ଆଚାର୍ଯ୍ୟ।ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ।ଢେଙ୍କାନାଳ- ସୁଧୀର ସାମଲ।ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର


error: Content is protected !!