ଆଇପିଏଲ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋରର ରେକର୍ଡ


ଆଇପିଏଲ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋରର ରେକର୍ଡ।ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦର ବିଶାଳ ୨୭୭ ରନ୍‌ର ସ୍କୋର।ବାଙ୍ଗାଲୋରର ସର୍ବାଧିକ ୨୬୩ ରନ୍‌ର ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ।୨୦୧୩ରେ ପୁନେ ବିପକ୍ଷରେ ୨୬୩ ରନ୍‌ କରିଥିଲା ବାଙ୍ଗାଲୋର।


error: Content is protected !!