କେଜ୍ରିୱାଲଙ୍କର ଆଜି ରିମାଣ୍ଡ ଅବଧି ସରୁଛି


ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ରିମାଣ୍ଡ ଅବଧି ସରୁଛି। ଗିରଫ ପରେ ଇଡି ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଆଜି ଅବଧି ଶେଷ ହେଉଥିବା ବେଳେ ଇଡି ପୁନର୍ବାନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ।


error: Content is protected !!