ବିଜେଡ଼ି ନଛାଡ଼ିବା ପାଇଁ ନେତାମାନଙ୍କୁ ଧମକ ଦେଉଥିବା ଅଭିଯୋଗ


ବିଜେଡ଼ି ନଛାଡ଼ିବା ପାଇଁ ନେତାମାନଙ୍କୁ ଧମକ ଦେଉଥିବା ଅଭିଯୋଗ।ବିଜେଡ଼ି ସହ ରହିବାକୁ କର୍ମୀମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି।ଏହାକୁ ନିନ୍ଦା କରୁଛି,ଏ ସଂପର୍କରେ ସିଇଓ ଏବଂ ଇସିଆଇ ଦୃଷ୍ଟି ଦିଅନ୍ତୁ।ପ୍ରଦୀପଙ୍କ ଆରୋପ ନେଇ ବିଜେଡି କିମ୍ବା ପୋଲିସ ବିଭାଗର ପ୍ରତିକ୍ରିୟା ମିଳିନି।


error: Content is protected !!