ଅଲୋଡା ହେବାରୁ ଛାଡ଼ିଲି: ପ୍ରିୟଦର୍ଶୀ


ବିଜେଡିରୁ ଇସ୍ତଫାକୁ ନେଇ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରତିକ୍ରିୟା।ଦଳରେ ଅଲୋଡ଼ା ପାଲଟିବାରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଲେ।ଦଳ ଛାଡ଼ିବାକୁ ନେଇ ଆଗରୁ ଦଳର ପ୍ରମୁଖମାନଙ୍କୁ ଜଣାଇଛି।୫ ବର୍ଷ ହେଲା ମୋତେ କୌଣସି କାର୍ଯ୍ୟରେ ଡାକୁନଥିଲେ।ଦଳରେ ଦାୟିତ୍ବ ଓ ସୁଯୋଗ ନମିଳିବାରୁ ଛାଡ଼ିବାକୁ ନିଷ୍ପତ୍ତି ନେଲି।ନିର୍ବାଚନ ଲଢ଼ିବି ବୋଲି ଆଗରୁ କହିଛି, ଲଢ଼ିବି- ପ୍ରିୟଦର୍ଶୀ।ନିର୍ବାଚନ ଲଢ଼ିବି ବୋଲି ଆଗରୁ କହିଛି, ଲଢ଼ିବି- ପ୍ରିୟଦର୍ଶୀ।ଦଳ ସହ ପ୍ରଥମରୁ ଯେଉଁମାନେ ଅଛନ୍ତି, ସେମାନେ ଅଲୋଡା।


error: Content is protected !!