BJP ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ ପ୍ରସଙ୍ଗ


ସସ୍ମିତଙ୍କ ବୟାନକୁ ସମୀର ମହାନ୍ତିଙ୍କ କାଉଣ୍ଟର।କେବେ ପ୍ରାର୍ଥୀ ଘୋଷଣା କରିବୁ ନିଜସ୍ବ ବ୍ୟାପାର।ଆମର କାହା ସାର୍ଟିଫିକେଟ ଦରକାର ନାହିଁ।ସ୍ଥାଣୁ ସରକାର ହଟାଇବାକୁ ବଛା ବଛା ପ୍ରାର୍ଥୀ ଦେବୁ।


error: Content is protected !!