ପ୍ରାର୍ଥୀ ଘୋଷଣାରେ ସବୁଠୁ ପଛରେ କଂଗ୍ରେସ


ପ୍ରାର୍ଥୀ ଘୋଷଣାରେ ସବୁଠୁ ପଛରେ କଂଗ୍ରେସ, ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ଆଲୋଚନା,ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ କଂଗ୍ରେସର ମାନସମନ୍ଥନ । ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ।


error: Content is protected !!