ଆଜି ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ।ବିଜେଡି ସାଂସଦ ଅନୁଭବ ମହାନ୍ତି ବିଜେପିରେ ସାମିଲ ସମ୍ଭାବନା।ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ସମ୍ଭାବନା।୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ସାଂସଦ ଅନୁଭବ।


error: Content is protected !!