ଦିଲୀପ, ସୁପ୍ରିୟାଙ୍କୁ ଇସିଆଇଙ୍କ ତାଗିଦ


୨ ନେତାଙ୍କୁ ତାଗିଦ କଲେ ଭାରତୀୟ ନିର୍ବାଚନ କମିଶନ।ବିଜେପି ସାଂସଦ ଦିଲୀପ ଘୋଷ, କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍‌।ବ୍ୟକ୍ତିଗତ କୁତ୍ସାରଟନା କରିଥିବାରୁ ତାଗିଦ କଲେ କମିଶନ।ଏସବୁ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଥିବା କହିଲେ କମିଶନ।ଏହି ୨ ଜଣଙ୍କ ପ୍ରତି କମିଶନ ସ୍ବତନ୍ତ୍ର ନଜର ରଖିବ ବୋଲି କହିଲେ।


error: Content is protected !!