ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜେଡ଼ିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା


ସାଢେ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ବାସକୁ ବଜାୟ ରଖି ଆଗକୁ ବଢୁଛି ବିଜୁ ଜନତା ଦଳ। ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜେଡ଼ିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଛି। ଆସନ୍ତୁ ‘ବିଜୁ ଜନତା ଦଳ’ର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି , ‘ସମୃଦ୍ଧ ଓଡ଼ିଶା , ବିକଶିତ ଓଡ଼ିଶା’ ଗଠନର ସଙ୍କଳ୍ପକୁ ଆହୁରି ଦୃଢ କରିବା: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।


error: Content is protected !!