୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି


ବିଧାନସଭା :ବ୍ରଜରାଜନଗର-ଅଳକା ମହାନ୍ତି,ଝାରସୁଗୁଡା – ଦିପାଳି ଦାସ,ଆଠମଲ୍ଲିକ – ନଳୀନ କାନ୍ତ ପ୍ରଧାନ,ତଳସରା –ବିଜୟ ଟପ୍ପୋ,ସୁନ୍ଦରଗଡ-ଯୋଗେଶ ସିଂ,ବଣାଇ – ଭୀମସେନ ଚୌଧୁରୀ,ବାରିପଦା – ସନନ୍ତ ମାର୍ଣ୍ଡି,ରାଜଗାଙ୍ଗପୁର – ଅନୀଲ ପର୍ବା,ଉଦଳା –ଶ୍ରୀନାଥ ଷଡଙ୍ଗୀ,ବୀରମହାରାଜପୁର – ପଦ୍ମନାଭ ବେହେରା,ଯଶୀପୁର –ଚକ୍ରଧର ହେମ୍ବ୍ରମ,ବଡସାହି -ଅନସୂୟା ପାତ୍ର,ମୋରଡା – ପ୍ରୀତିନନ୍ଦା କାନୁନଗୋ,ସୋର – ମାଧବ ଧଡା,ଖଡିଆଳ – ଅଧିରାଜ ପାଣିଗ୍ରାହୀ,ଫୁଲବାଣୀ-ଜୟଶ୍ରୀ କହଁର,ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା,ତିର୍ତ୍ତୋଲ-ରମାକାନ୍ତ ଭୋଇ,ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି,ଭୁବନେଶ୍ୱର ଉତ୍ତର – ଶୁସାନ୍ତ କୁମାର ରାଉତ,ଏକାମ୍ର – ଅଶୋକ ପଣ୍ଡା,ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ,ଆସ୍କା – ମଞ୍ଜୁଳା ସ୍ୱାଇଁ,ବ୍ରହ୍ମପୁର – ରମେଶ ଚାଉପଟ୍ଟନାୟକ,ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ।ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗ।ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ।


error: Content is protected !!