ନିର୍ବାଚନ ବେଳେ ବି କିଛି ସରକାରୀ କର୍ମଚାରୀ ଶାସକ ଦଳ ଇଙ୍ଗିତ ରେ କାମ କରୁଛନ୍ତି


ନିର୍ବାଚନ ବେଳେ ବି କିଛି ସରକାରୀ କର୍ମଚାରୀ ଶାସକ ଦଳ ଇଙ୍ଗିତ ରେ କାମ କରୁଛନ୍ତି। ନିକଟରେ କଟକ ଓ ଅନ୍ୟ କିଛି ଅଧିକାରୀଙ୍କୁ ନିର୍ବାଚନ କମିଶନ ସେଥିପାଇଁ ବଦଳି କରିଛନ୍ତି। ଜୋର୍ ଜବରଦସ୍ତ କ୍ଷମତା ହାସଲ କରିବାକୁ ଚେଷ୍ଟା ବିଜେଡି ର ରହିଛି।ଜୁନ୍ ୪ ପରେ ଫଳାଫଳ ହିଁ ସବୁ କିଛି ସ୍ପଷ୍ଟ କରିବ।ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଓଡ଼ିଶାରେ ଅଫିସର ରାଜ୍ ଚାଲିଛି ବୋଲି ସୁଚେଇ ଦେଲେ। ଆଜି ଏହି ଉଚ୍ଚ ଶିକ୍ଷିତ ଆଇ ଏ ଏସ ଅଧିକାରୀ ଜଗଦୀଶ ମହାନ୍ତି ବିଜେପି ରେ ଯୋଗ ଦେଇଛନ୍ତି।ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ ବେଳେ ଭତୃହରି ମହତାବଙ୍କ ପ୍ରତିକ୍ରିୟା।


error: Content is protected !!