ଏୟାରପୋର୍ଟରୁ ମିଳିଲା ୯ଲକ୍ଷ


ଏୟାରପୋର୍ଟରୁ ମିଳିଲା ୯ଲକ୍ଷ।ଜୟପୁର ବିମାନବନ୍ଦରରୁ ବ୍ୟବସାୟୀଙ୍କଠାରୁ ମିଳିଲା ୯ ଲକ୍ଷ ଟଙ୍କା।୯ ଲକ୍ଷ ମିଳିବା ପରେ ମାଲକାନଗିରିର ସଂପୃକ୍ତ ବ୍ୟବସାୟୀ ଅଟକ।ବ୍ୟାଗ୍‌ ଯାଞ୍ଚ ପରେ ଟଙ୍କା ଠାବ କଲା ଆୟକର ବିଭାଗ।ଟଙ୍କା ମିଳିବା ସୂଚନା ପରେ ବିଡିଓ ଓ ସଦର ଥାନା ପୋଲିସ ପହଞ୍ଚିଲେ।


error: Content is protected !!