ବିଜେଡିରୁ ଇସ୍ତଫା ଦେଲେ ଅମରେନ୍ଦ୍ର ଦାସ


ଜଗତସିଂହପୁର:(ସୁବାସ ସ୍ବାଇଁ):- ବିଜେଡି ରୁ ଇସ୍ତଫା ଦେଲେ ଅମରେନ୍ଦ୍ର ଦାସ ଜଗତସିଂହପୁର ଜିଲ୍ଲା ବିଜେଡ଼ି ର ପୂର୍ବତନ ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ଆସନ ନିମନ୍ତେ ଆଶାୟୀ ଥିବା ବେଳେ ଦଳ ପ୍ରସାନ୍ତ ମୁଦୁଲି ଙ୍କୁ ପୂନର୍ବାର ପ୍ରାର୍ଥୀ ଘୋଷଣା କରିବା ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି ବିଦ୍ରୋହ, ଅମରେନ୍ଦ୍ର ଙ୍କୁ ଟିକେଟ ନମିଳିବାରୁ ଦଳ ତାଙ୍କପ୍ରତି ପ୍ରତାରଣା କରିଥିବା ରୁ ସେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ଲାଗି ଆନୁଷ୍ଠାନିକ ଭାବେ ଘୋଷଣା କରିବା ସହିତ ତାଙ୍କର ସମର୍ଥକ ଓ କର୍ମୀମାନେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି


error: Content is protected !!