ଜଗତସିଂହପୁର ସଦରରେ ବିଜେଡି ଟିକେଟ୍‌ ନେଇ ବିଦ୍ରୋହ


ଜଗତସିଂହପୁର ସଦରରେ ବିଜେଡି ଟିକେଟ୍‌ ନେଇ ବିଦ୍ରୋହ । ପ୍ରଶାନ୍ତ ମୁଦୁଲିଙ୍କ ନାଁ ଘୋଷଣା ପରେ ଦଳ ଭିତରେ ଆରମ୍ଭ ହୋଇଯାଇଛି ବିଦ୍ରୋହ । ଅସନ୍ତୋଷ ପ୍ରକାଶ କଲେ ଟିକେଟ୍‌ ଆଶାୟୀ ଅମରେନ୍ଦ୍ର ଦାସଙ୍କ ସମର୍ଥକ।


error: Content is protected !!