ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ


କଟକ: ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ।ସିଆର୍‌ଆର୍‌ଆଇ ଥାନା ନୂଆବଜାର ମହିମାନଗରରେ ଅଘଟଣ।ମୃତକ ଯାଜପୁରର, କଟକରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।ସକାଳେ ଡ୍ରେନରେ ମୃତଦେହ ଦେଖି ପୋଲିସକୁ ଜଣାଇଥିଲେ ଲୋକେ।


error: Content is protected !!