ବିଜେଡିରେ ନୂଆ ନିଯୁକ୍ତି


ବିଜେଡିରେ ନୂଆ ନିଯୁକ୍ତି।ପ୍ରକାଶ ତ୍ରିପାଠୀ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ।ଇତିଶ୍ରୀ ଜେନା ଭୁବନେଶ୍ୱର (ଏକାମ୍ର) ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ।ଇଲା ସ୍ୱାଇଁ ଭୁବନେଶ୍ୱର (ଉତ୍ତର) ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ।ସୂଚନା ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।


error: Content is protected !!