ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ କରିବା ପାଇଁ ସମୀକ୍ଷା ବୈଠକରେ ଅନୁଷ୍ଠିତ


ନିଆଳୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହିଦ ସ୍ମୃତି ଉଦ୍ୟାନ ଠାରେ ରତନପୁର ଗ୍ରାମପଞ୍ଚାୟତର ୧୨ଟି ୱାର୍ଡରୁ ଛାମୁଆ କର୍ମୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ କରିବା ପାଇଁ ସମୀକ୍ଷା ବୈଠକରେ ଅନୁଷ୍ଠିତ ହୋଇଥିଲା । ଏହି ପରିପେକ୍ଷୀରେ ୨୦୨୪ ସାଧାରଣ ନିର୍ବାଚନରେ ୮୦ % ଭୋଟ ନିଶ୍ଚିତ ଶଙ୍ଖ ଚିହ୍ନରେ ଏବଂ ଷଷ୍ଠ ଥର ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଓ଼ ମାନନୀୟା ଜଗତସିଂହପୁର ଲୋକସଭା ସାଂସଦ ଶ୍ରୀମତୀ ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ମୋତେ ଚତୁର୍ଥ ଥର ଲାଗି ବିଧାୟକ କରିବା ଲାଗି ପ୍ରତିଶୃତି ଦେବା ସହ ତୁଳମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଶପଥ ନେଇଛନ୍ତି ।


error: Content is protected !!