ଆଜି କଂଗ୍ରେସର ନିର୍ବାଚନ ଇସ୍ତାହାର


ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର।ଲୋକସଭା ନିର୍ବାଚନକୁ ନେଇ ଜାରି କରିବ ଇସ୍ତାହାର।ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧି ଇସ୍ତାହାର ଜାରି କରିବେ।ମହିଳା, ଯୁବବର୍ଗ ଓ ଶ୍ରମିକଙ୍କ ଉପରେ ରହିବ ଫୋକସ।


error: Content is protected !!