କଂଗ୍ରେସ ଛାଡ଼ିଲେ ବିଶ୍ବଭୂଷଣ ଦାସ


କଂଗ୍ରେସ ଛାଡ଼ିଲେ ବିଶ୍ବଭୂଷଣ ଦାସ।କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ କାକଟପୁରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ଦାସ।୨୦୦୯ ଓ ୨୦୧୯ରେ କଂଗ୍ରେସ ଦଳରୁ ବିଧାୟକ ଭାବେ ଲଢ଼ିଛନ୍ତି ବିଶ୍ବଭୂଷଣ ଦାସ ବିଜେପି ଯିବା ନେଇ ଚର୍ଚ୍ଚା।


error: Content is protected !!