ଅଧ ରାତିରେ ଭୁବନେଶ୍ବର ଏମ୍ସ ପରିଦର୍ଶନ


ଅଧ ରାତିରେ ଭୁବନେଶ୍ବର ଏମ୍ସ ପରିଦର୍ଶନ। ରାତି ୩ଟା ୧୫ରେ ଏମ୍ସ ପରିଦର୍ଶନ କଲେ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ନିଜେ ଗାଡ଼ି ଚଳାଇ ଡାକ୍ତରଖାନାକୁ ଗଲେ। ରୋଗୀ ଓ ସମ୍ପର୍କୀୟଙ୍କ ସମସ୍ଯା ସମ୍ପର୍କରେ କଲେ ଅନୁଧ୍ଯାନ।


error: Content is protected !!