୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ


୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ।ବଢୁଛି ତାତି: ଆସନ୍ତାକାଲି ଯାଏଁ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ।ଖୋର୍ଦ୍ଧା , କଟକ , ବୌଦ୍ଧ , ମାଲକାନଗିରି , କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ।ନୟାଗଡ଼ , ଅନୁଗୁଳ , ବଲାଙ୍ଗିର , କନ୍ଧମାଳ , ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ।ଭଦ୍ରକ , ଯାଜପୁର , ମୟୂରଭଂଜ , ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ।ଆସନ୍ତା ୭ ଓ ୮ରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା।


error: Content is protected !!