ଦିନ ୧୧ରୁ ସାଢ଼େ ୩ ଶ୍ରମିକଙ୍କୁ କାମ ମନା


ଦିନ ୧୧ରୁ ସାଢ଼େ ୩ ଶ୍ରମିକଙ୍କୁ କାମ ମନା।ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାନାମା ଜାରି।ନିର୍ଦ୍ଦେଶାନାମା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ।ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ।ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନିର୍ଦ୍ଦେଶ।


error: Content is protected !!