ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିଦୋନ୍ଦରେ ଫୁଣି ନିର୍ବାଚିତ ହେବେ


ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିଦୋନ୍ଦରେ ଫୁଣି ନିର୍ବାଚିତ ହେବେ ଆମ ପ୍ରିୟ ବିଧାୟକ ମୋକିମ ଭାଇ । ୧ ନଂ ବିଧାୟକ ଥିଲେ, ୧ ନଂ ବିଧାୟକ ଅଛନ୍ତି, ୧ ନଂ ବିଧାୟକ ରହିବେ । କଟକ ହେଉଛି ଭାଇଚାରାର ସହର । ଏଠି ଦଳ ଦେଖାଯାଏ ନାହିଁ । ଭାଇଚାରା ଦେଖାଯାଏ ।କଟକ ବାସୀ ଏହାକୁ ଜମା ବରଦାସ୍ତ କରିବେ ନାହିଁ । ଏହାର ଉଚିତ ଜବାବ ଆଗାମୀ ଦିନରେ କଟକ ବାସୀ ହିଁ ଦେବେ ।


error: Content is protected !!