ମୋ କଟକ ସୁରକ୍ଷା ମଞ୍ଚର ସମ୍ବର୍ଦ୍ଧନା ସଭା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ-୨୦୨୪


ମୋ କଟକ ସୁରକ୍ଷା ମଞ୍ଚର ସମ୍ବର୍ଦ୍ଧନା ସଭା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ-୨୦୨୪ ମଧୁପାଟଣା ସ୍ଥିତ ପ୍ରମିଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇଥିବା ବରେଣ୍ୟ ଅତିଥିବୃନ୍ଦ,ସାମାଜିକ ସଂଗଠନ,ଗଣମାଧ୍ୟମ ପ୍ରତିନିଧି,ପ୍ରଶାସନିକ ଅଧିକାରୀ, ସାମାଜିକ ଓ ସୂଚନାଅଧିକାର କର୍ମୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା।ମଞ୍ଚ ପକ୍ଷରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ସାହାଯ୍ୟ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁ।


error: Content is protected !!